ଏହି ୬ଟି ସ୍ବପ୍ନ ଭଲ ସମୟ ଆସିବାର ସଂକେତ ଦେଇଥାଏ  | News Room Odisha

ଏହି ୬ଟି ସ୍ବପ୍ନ ଭଲ ସମୟ ଆସିବାର ସଂକେତ ଦେଇଥାଏ 

ଆମେ ମାନେ ଶୋଇବା ପୂର୍ବରୁ ଯେଉଁ ସବୁ ଜିନିଷକୁ ଦେଖି ଥାନ୍ତି । ସେହି ସବୁକୁ ବି ସ୍ୱପ୍ନ ରେ କେବେ କେବେ ଦେଖିବା ପାଇଁ ମିଳି ଥାଏ । ଯଦି ବାସ୍ତୁ ଶାସ୍ତ୍ର ବିଷୟ ରେ କହିବୁ ତେବେ ସ୍ୱପ୍ନ ଦ୍ୱାରା ଭଗବାନ ମଣିଷ ର ନିକଟବର୍ତ୍ତି ହୁଅନ୍ତି ବୋଲି କୁହା ଯାଇଛି । ଏମିତିବି କୁହାଯାଇଛି କି ସିଧା ସଳଖ ଭଗବାନ ଲୋକଙ୍କୁ ସଙ୍କେତ ନ ଦେଇ ସେ ଏହି ସ୍ୱପ୍ନ ଦ୍ୱାରା ଆମକୁ ସଙ୍କେତ ଦେଇଥାନ୍ତି । ଏବଂ ଏଥିରେ ସେହି ମନୁଷ୍ୟ ର ଭଲ ବା ଖରାପ୍ ସମୟ ଆସୁ ଥିବା ବିଷୟରେ କହିଥାନ୍ତି । ଏଠାରେ ଆମେ ଆପଣ ମାନଙ୍କୁ ଭଲ ସମୟ ଆସିବା ପୂର୍ବ ଯେଉଁ ସବୁ ସଙ୍କେତ ମିଳି ଥାଏ ସେହି ବିଷୟ ରେ କହିବୁ । ସ୍ୱପ୍ନ ରେ ଯଦି ଆପଣ ମାନେ ନାଚୁ ଥିବା ବା ବସି ଥିବା ମୟୁର କୁ ଦେଖନ୍ତି ତେବେ ଭାବି ନିଅନ୍ତୁ କି ଆପଣ ମାନଙ୍କ ଭଲ ସମୟ କିଛି ଦିନ ମଧ୍ୟରେ ଆସିବା ପାଇଁ ଯାଉଛି ।

ବହୁତ ସମୟରେ ଧଳା ସାପକୁ ସ୍ୱପ୍ନରେ ଦେଖିଲେ ବହୁତ ଲୋକମାନେ ଡରି ଯାଇଥାନ୍ତି । ହେଲେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆପଣମାନେ କେବେ ଏହି ଧଳାସାପ କୁ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ଭଲ ସମୟ ଆସିବାର ସଙ୍କେତ ବୋଲି ଭାବନ୍ତୁ । ସେହି ପରି ଯଦି ଆପଣମାନେ ଶଙ୍ଖକୁ ସ୍ୱପ୍ନରେ ଦେଖନ୍ତି ତେବେ ସେମିତି କ୍ଷେତ୍ରରେ ଆପଣ ମାନଙ୍କ ପାଇଁ ତଥା ପରିବାର ଶୁଖଶାନ୍ତି ଆସିବାର ସଂଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଧଳାପେଚା ଦେଖିବା ପାଇଁ ମିଳେ ତେବେ ସେମିତି କ୍ଷେତ୍ରରେ ଏହା ଆପଣ ମାନଙ୍କ ଧନପ୍ରାପ୍ତି ର ସଂଙ୍କେତ ହୋଇ ଥାଏ । ଆପଣ ମାନେ କେବେ ବି କ୍ଷେତ ମଧ୍ୟ ରେ ଛତା ଧରି ଜାଉ ଥିବାର ଦେଖନ୍ତି ।

ତେବେ ସେମିତି ବେଳେ ଆପଣ ମାନ ସମୃଦ୍ଦି ଏବଂ ଲୋକ ପ୍ରିୟତା ବହୁତ ପରିମାଣ ରେ ବଢିବା ପାଇଁ ଯାଉଛି ବୋଲି ଆପଣମାନେ ଭାବି ନିଅନ୍ତୁ ।

ଶେଷରେ ଯଦି ଆପଣମାନେ କୋଇଲାକୁ ସ୍ୱପ୍ନ ରେ ଦେଖନ୍ତି ତେବେ ଏହା ଆପଣମାନଙ୍କ ପାଇଁ ବି ବହୁତ ପରିମାଣରେ ଶୁଭ ହୋଇଥାଏ ଆପଣ ମାନେ ସୁଖଶାନ୍ତି ପ୍ରାପ୍ତି କରିବାପାଇଁ ଯାଉଛନ୍ତି ବୋଲି ଭାବି ନିଅନ୍ତୁ ।