ସମବାୟ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ,୧ ମୃତ | News Room Odisha

ସମବାୟ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ,୧ ମୃତ

ବ୍ରହ୍ମପୁର -ସମବାୟ ନିର୍ବାଚନକୁ ନେଇ ଗୋଷ୍ଠୀ ସଂଘର୍ଷ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନୀରେ ହୋଇଛି ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଯାମୁନୀର ଯୋଗେଶ ବେହେରା ।

ଗୁରୁତର ଆହତ ଅଜିତ ପାଣିଗ୍ରାହୀ ବିଶାଖାପାଟଣା ସ୍ଥାନାନ୍ତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ହୋଇଛି ଗୋଷ୍ଠୀ ସଂଘର୍ଷ ପୁରୁଷୋତ୍ତମପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।