ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବେଗି ସୋ ମୈ ଡରିହଉଁ ଉଖାରୀ ।
ପନ ହମାର ସେବକ ହିତକାରୀ ॥
ମୁନି କର ହିତ ମମ କୌତୁକ ହୋଈ ।
ଅବସି ଉପାୟ କରବି ମୈ ସୋଈ ॥

ଭାବାର୍ଥ :- ଭଗବାନ ମନେ ମନେ ସଂକଳ୍ପ କଲେ, ମୋତେ ଏହି ଅହଂକାର ରୂପକ ମହାବୃକ୍ଷ କୁ ମୂଳରୁ ଓପାଡି ଫୋପାଡ଼ି ଦେବାକୁ ହେବ । କାରଣ ସମସ୍ତ ଶ୍ରଦ୍ଧାବାନ୍ ଭକ୍ତମାନଙ୍କ କଲ୍ୟାଣ କରିବା ଆମର ସଦା ସଂକଳ୍ପ । ମୋତେ ନିଶ୍ଚିତ ଏପରି କିଛି ଉପାୟ କରିବାକୁ ହେବ, ଯେଉଁଥିରେ ମୁନି ରାଜଙ୍କ କଲ୍ୟାଣ ହେବା ସହିତ ମୋର ସଂକଳ୍ପର ପବିତ୍ରତା ରହିବ ।