ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –
ସ୍ପର୍ଶନ କୃତ୍ବା ବହିର୍ବାହ୍ୟାଶ୍ଚକ୍ଷୁଶ୍ଚବାନ୍ତରେ ଭୃବୋ।
ପ୍ରାଣାପାନୈ ସମୌ କୃତ୍ବା ନାସାଭ୍ୟନ୍ତରଚାରିନୌ।
ହେ ଅର୍ଜ୍ଜୁନ ! ବାହ୍ୟ ବିଷୟଭୋଗ ମାନଙ୍କୁ ଚିନ୍ତନ ନ କରି, ସେ ସବୁକୁ ବାହାରେ ହିଁ ତ୍ୟାଗ କରିଦେଇ ଏବଂ ନେତ୍ରର ଦୃଷ୍ଟି ଭୃ ଦ୍ୱୟର ମଧ୍ୟରେ ନିବଦ୍ଧ କରି, ପ୍ରାଣ ଓ ଅପାନ ବାୟୁକୁ ସମଗତି କରିବାକୁ ପଡେ।
( ଗୀତା ୫ମ ଅ। ୨୭ଶ ଶ୍ଲୋକ