ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସୋଇ ହରିମାୟା ସବ ଗୁନ ଖାନୀ ।
ସୋଭା ତାସୁ କି ଜାଇ ବଖାନୀ ॥
କରଇ ସ୍ବୟଂବର ସୋ ନୃପବାଲା ।
ଆଏ ତହଁ ଅଗନିତ ମହିପାଲା ॥

ଭାବାର୍ଥ :- ସେହି କନ୍ୟା ଭଗବାନଙ୍କ ମାୟା କାରଣରୁ ସବୁ ଗୁଣରେ ପରିପୂର୍ଣ୍ଣ ଥିଲା । ତାର ସୌନ୍ଦର୍ଯ୍ୟର ଶୋଭାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ସେହି ରାଜକୁମାରୀଙ୍କ ବିବାହ ପାଇଁ ସ୍ବୟଂବର ହେଉଥିବା କାରଣରୁ ସେହି ନଗରରେ ଅଗଣିତ ରାଜକୁମାରଙ୍କ ଆଗମନ ହୋଇଥିଲା ।