ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଭକ୍ତିପୂର୍ଣ୍ଣ ଟୁଇଟ | News Room Odisha

ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଭକ୍ତିପୂର୍ଣ୍ଣ ଟୁଇଟ

ଭୁବନେଶ୍ୱର -ସ୍ନାନବେଦୀରେ ଗଜାନନ ବେଶ ନେଇ ଭକ୍ତିପୂର୍ଣ୍ଣ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଶୋଭା ଅଗଣିତ ଶ୍ରଦ୍ଧାଳୁଙ୍କ ହୃଦୟକୁ ଭକ୍ତି ଭାବରେ ଭରି ଦେଉଛି। ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।