ବଦଳିଲେ ୩ ମହାନଗର ନିଗମର କମିଶନର | News Room Odisha

ବଦଳିଲେ ୩ ମହାନଗର ନିଗମର କମିଶନର

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରର କମିଶନରଙ୍କୁ ବଦଳାଇଲେ ରାଜ୍ୟ ସରକାର ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର, ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର, ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର ।