॥ ବାଲ କାଣ୍ଡ ॥
ଲଚ୍ଛନ ସବ ବିଚାରି ଉର ରାଖେ ।
କଛୁଟ ବନାଇ ଭୁପ ସନ ଭାଷେ ॥
ସୁତା ସୁଲଚ୍ଛନ କହି ନୃପ ପାହିଂ।
ନାରଦ ଚଲେ ସୋଚ ମନ ମାହୀଂ ॥
ଭାବାର୍ଥ :- ରାଜକୁମାରୀଙ୍କ ସମସ୍ତ ଲକ୍ଷଣ ଗୁଡିକୁ ଜାଣି ବିଚାର ପୁର୍ବକ ନିଜ ହୃଦୟରେ ରଖିନେଲେ, ଆଉ ରିଜା ଶୀଳନିଧିଙ୍କୁ ମନରୁ କିଛି ବୂଝିବା ପାଇଁ କହିଦେଲେ । ରାଜାଙ୍କୁ ରାଜକନ୍ୟାଙ୍କ ସୁଲକ୍ଷଣ ବିଷୟରେ କହିସାରି ମହର୍ଷି ନାରଦ ସେଠାରୁ ଚାଲିଗଲେ, କିନ୍ତୁ ମନରେ ସେହି ଚିନ୍ତା ଥିଲା ।