ଭିଜିଲାନ୍ସ ଜାଲରେ ଜଳେଶ୍ଵର ବିଡିଓ | News Room Odisha

ଭିଜିଲାନ୍ସ ଜାଲରେ ଜଳେଶ୍ଵର ବିଡିଓ

ବାଲେଶ୍ଵର -ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

କଟକ ଡିଭିଜନ ଭିଜିଲାନ୍ସର ୫ଜଣିଆ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି । ଆଜି ଭୋରରୁ ବିଡିଓଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।