ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୬ ଟ୍ରେନ ବାତିଲ | News Room Odisha

ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୬ ଟ୍ରେନ ବାତିଲ

ଭୁବନେଶ୍ବର‌- ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୬ଟି ଟ୍ରେନ ଆଜିଠାରୁ ୨୩ ତାରିଖ ମଧ୍ୟରେ ବାତିଲ ରହିବ । ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର, ଏବଂ ପୁରୀ-ପାଟଣା-ପୁରୀ, ୧୯ରେ ପାଟଣା-ପୁରୀ-ପାଟଣା, ୨୦ରେ ପୁରୀ-ଆଜମେର-ପୁରୀ, ଏବଂ ଏର୍ଣ୍ଣାକୁଲମ-ପାଟଣା-ଏର୍ଣ୍ଣାକୁଲମ ଏବଂ ୨୩ରେ ଆଜମେର-ପୁରୀ-ଆଜମେର ଟ୍ରେନ ବାତିଲ ରହିବ।