ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜେହି ବିଧି ନାଥ ହୋଇ ହିତ ମୋରା ।
କରହୁ ସୋ ବେଗି ଦାସ ମୈଂ ତୋରା ॥
ନିଜ ମାୟା ବଲ ଦେଖି ବିସାଲା ।
ହିୟଁ ହଁସି ବୋଲେ ଦୀନଦୟାଲା ॥

ଭାବାର୍ଥ :- ନାରଦ ମୁନି ଶ୍ରୀହରିଙ୍କୁ କହିଲେ, ହେ ନାଥ ! ଯେଉଁ ପ୍ରକାରରେ ମୋର କଲ୍ୟାଣ ହେବ, ଆପଣ ସେହିପରି ଶିଘ୍ରାତିଶିଘ୍ର କରନ୍ତୁ । ମୁଁ ଆପଣଙ୍କ ଦାସ ଅଟେ । ନିଜ ମାୟାର ପ୍ରଭାବର ବହୁତ ବ୍ୟାପକ ଓ ବିରାଟ ପ୍ରଭାବ ଦେଖି ପ୍ରଭୁ ଦୀନଦୟାଲ ଭଗବାନ ମନେ ମନେ ହସିଦେଇ କହିଲେ ।