ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସଖୀଂ ସଂଗ ଲୈ କୁଅଁରି ତବ ଚଲି ଜନୁ ରାଜମରାଲ । ଦେଖତ ଫିରଇ ମହୀପ ସବ କର ସରୋଜ ଜୟମାଲ ॥

ଭାବାର୍ଥ:- ରାଜକୁମାରୀ ନିଜ ସଖୀମାନଙ୍କୁ ସାଥିରେ ନେଇ ଏପରି ଚାଲୁଥିଲେ ଯେପରି ଏକ ରିଜହଂସୀନି ଚାଲୁଛି । ସେ ନିଜର ପଦ୍ମପାଖୁଡା ପରି ହାତରେ ବରଣମାଳା ରୂପି ଜୟମାଳାକୁ ଧରି ସବୁ ନିମନ୍ତ୍ରିତ ରାଜାମାନଙ୍କୁ ଦେଖି ଦେଖି ବୁଲିବାକୁ ଲାଗିଲେ ।