॥ ବାଲ କାଣ୍ଡ ॥
ଜେହି ଦିସି ବୈଠେ ନାରୟ ଫୁଲୀ ।
ସୋ ଦିସି ତେହିଂ ନ ବିଲୋକୀ ଭୁଲୀ ॥
ପୁନି ପୁନି ମୁନି ଉକସହିଂ ଅକୁଲାହିଂ ।
ଦେଖି ଦସା ହର ଗନ ମୁସୁକାହୀଂ ॥
ଭାବାର୍ଥ :- ଯେଉଁଠି ମହର୍ଷି ନାରଦ ଗର୍ବରେ ମନରେ ଅଭିମାନ ସହିତ ବସିଥିଲେ ସେପଟେ ରାଜକୁମାରୀ ଭୁଲରେ ସୁଦ୍ଧା ଚାହିଁଲେ ନାହିଁ । ମୁନିଙ୍କର ଦୁର୍ଦ୍ଦଶା ଦେଖି ଶ୍ରୀଶିବଙ୍କର ଗଣ ଦୁଇଜଣ ହସୁଥିଲେ ।