ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଡହକି ଡ଼ହକି ପରିଚେହୁ ସବ କାହୁ ।
ଅତି ଅସଂକ ମନ ସଦା ଉଛାହୁ ॥
କରମ ସୁଭାସୁଭ ତୁହ୍ମହି ନ ବାଧା ।
ଅବ ଲଗି ତୁହ୍ମହି ନ କାହୁଁ ସାଧା ॥

ଭାବାର୍ଥ:- ସମସ୍ତଙ୍କୁ ଠକାଠକି କରି ଭଲରୁପେ ଜାଣିଜାଇଛ ଆଉ ସେଥିପାଇଁ ପୁରା ନିର୍ଭୀକ ହୋଇ ଯାଇଛ, ଏଥିପାଇଁ ମନରେ ଠକିବା କାମରେ ପୁରା ଉତ୍ସାହ ରହୁଛି । ଏପର୍ଯ୍ୟନ୍ତ ତୁମକୁ କେହି ସଠିକ ରୂପେ ସାଧନା କରି ଜାଣିନାହାନ୍ତି ।