ରାଇମୋହନ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ | News Room Odisha

ରାଇମୋହନ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ

ଭୁବନେଶ୍ୱର – ଅଭିନେତା ରାଇମୋହନ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ ହୋଇଛି । ମଞ୍ଚେଶ୍ବର ଥାନା ଆଇଆଇସି କହିଛନ୍ତି ଯେ, ବିଭିନ୍ନ ଦିଗକୁ ନେଇ ପତ୍ନୀ ଏବଂ ଦୁଇ ଝିଅଙ୍କୁ ପଚରାଉଚରା କରାଯାଇଛି ।

ମୋବାଇଲ ସିଡିଆର ଯାଞ୍ଚ କରାଯାଉଛି । ରାଇମୋହନ
ଶେଷ କଲ୍ ତାଙ୍କ ପତ୍ନୀଙ୍କୁ କରିଥିଲେ । ପତ୍ନୀ ଏବଂ ଦୁଇ ଝିଅଙ୍କୁ ବାଏ ମେସେଜ ଲେଖିଥିଲେ ।

ବାଏ କାହିଁକି ଲେଖିଥିଲେ ସେନେଇ ହୋଇଛି ପଚରାଉଚରା କରାଯାଇଛି । ଆଗକୁ ଆଉ କିଛି ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୋଲିସ କହିଛି । ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ ।