॥ ବାଲ କାଣ୍ଡ ॥
ଭଲେ ଭବନ ଅବ ବାୟନ ଦୀହ୍ନା ।
ପାବହୁଗେ ଫଲ ଆପନ କୀହ୍ନା ॥
ବଂଚେହୁ ମୋହି ଜବନି ଧରି ଦେହା ।
ସୋଇ ତନୁ ଧରହୁ ଶ୍ରାପ ମମ ଏହା ।
ଭାବାର୍ଥ :- ଏବେ ତୁମେ ନିଜ ଘରକୁ ବହୁତ ଭଲରୁପେ ସୁନ୍ଦର କରି ତିଆରି କରିଦେଇଛ । ମୋ ପରି ଜଣେ ନିଷ୍ଠାପର ଭକ୍ତ ସହିତ ଛଳନା କରି ଘୋର ଅପମାନିତ କରିଛ । ଏଣୁ ତୁମେ କରିଥିବା କର୍ମର ଫଳ ନିଶ୍ଚିତ ପାଇବ । ଯେଉଁ ଶରୀର ଧରି ମୋତେ ଠକିଛ, ତୁମେ ମଧ୍ୟ ସେହି ଶରୀର ଧାରଣ କରିବ, ଏହା ମୋର ଅଭିଶାପ ।