ଓଡ଼ିଶାକୁ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର | News Room Odisha

ଓଡ଼ିଶାକୁ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର

ଭୁବନେଶ୍ୱର – ଖଣି ଉତ୍ତୋଳନ, ନିଲାମ ଓ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର । ଏ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଲାଭ କରିବା ସହିତ ୩ କୋଟି ଟଙ୍କା ପୁରସ୍କାର ହାସଲ କରିଛି । ଲୁହାପଥର ଏବଂ ବକ୍ସାଇଟ୍ ଖଣିରେ ମଧ୍ୟ ଓଡ଼ିଶା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି ।