ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ | News Room Odisha

ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ

ଭୁବନେଶ୍ୱର -ଭାଇ ଭଉଣୀଙ୍କ ସହ ନୀଳକନ୍ଦରଙ୍କୁ ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସଂପନ୍ନ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ମାନବୀୟ ଲୀଳା ସାରି ମହାପ୍ରଭୁ ନିଳାଦ୍ରୀବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ। ଅଗଣିତ ଶ୍ରଦ୍ଧାଳୁଙ୍କ ପାଇଁ ଏହା ସ୍ୱତନ୍ତ୍ର ଅନୁଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।