ବନ୍ୟା ପାଣି ଘେରରୁ ଦୁଇ ବ୍ୟକ୍ତିଙ୍କ ସଫଳ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ହୋମଗାର୍ଡ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା | News Room Odisha

ବନ୍ୟା ପାଣି ଘେରରୁ ଦୁଇ ବ୍ୟକ୍ତିଙ୍କ ସଫଳ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ହୋମଗାର୍ଡ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର – ନାଗାବଳୀ ନଦୀର ବନ୍ୟା ପାଣିରେ ଫସିଥିବା କାଶୀପୁର ବ୍ଲକ ପୋଡାପାଡି ଅଞ୍ଚଳର ଦୁଇ ଲୋକଙ୍କୁ ଉଦ୍ଧାର କରାଯାଇଛି। ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଓ କୋଲନରାର ଅଗ୍ନିଶମ ବାହିନୀ ଓ ହୋମଗାର୍ଡ କର୍ମଚାରୀଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି।