ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | News Room Odisha

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର – ରାଷ୍ଟ୍ରପତି ନିର୍ବାଚନ ପାଇଁ ସକାଳ ୧୦ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଗ୍ରହଣ କେନ୍ଦ୍ର ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି। ଭୋଟ ଗ୍ରହଣ ସମୟ ଆରମ୍ଭ ହେବା ପରେ ପରେ ମୁଖ୍ୟମନ୍ତ୍ରୀ ଭୋଟ ଦେଇଥିଲେ।