ବିପ୍ଳବୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ବିପ୍ଳବୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରିତ କରିବା ସହ ଜାତୀୟତାବାଦ ଚେତନା ସୃଷ୍ଟି କରିବାରେ ସହିଦ ମଙ୍ଗଲ ପାଣ୍ଡେଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମଙ୍ଗଲ ପାଣ୍ଡେଙ୍କ ବୀରତା ଓ ଦେଶ ଭକ୍ତି ପୀଢ଼ି ପୀଢ଼ିକୁ ଉଦବୁଦ୍ଧ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।