॥ ବାଲ କାଣ୍ଡ ॥
ସୋ ତୁହ୍ମ ଜାନହୁ ଅଂତରଜାମୀ ।
ପୁରବହୁ ମୋର ମନୋରଥ ସ୍ବାମୀ ॥
ସକୁଚ ବିହାଇ ମାଗୁ ନୃପ ମୋହୀ ।
ମୋରେଂ ନହିଂ ଅଦେୟ କଛୁ ତୋହୀ ॥
ଭାବାର୍ଥ :- ହେ ସ୍ବାମୀ ! ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି, ଏଥିପାଇଁ ଆପଣ ଏହା ଜାଣିଥିବେ ନିଶ୍ଚୟ। ତେବେ ମୋର ସେହି ମନୋବାଞ୍ଛାକୁ ପୁର୍ଣ୍ଣ କରନ୍ତୁ। ରାଜା ମନୁଙ୍କ ଏତିକି କଥା ଶୁଣିସାରି ଭଗବାନ୍ କହିଲେ – ହେ ରାଜନ୍ ! ସଂକୋଚ କୁ ଛାଡି ମୋ ଠାରୁ ମାଗିନିଅ। ତୁମକୁ ମୁଁ କିଛି ନଦେଇ ପାରିବି ଏପରି କିଛି ବି ନାହିଁ ।