॥ ବାଲ କାଣ୍ଡ ॥
ଦାନି ଶିରୋମନି କୃପାନିଧି ନାଥ କାହୁଁ ସତିଭାଉ । ଚାହଉଁ ତୁହ୍ମହି ସମାନ ସୁତ ପ୍ରଭୁ ସନ କବନ ଦୁରାଉ ॥
ଭାବାର୍ଥ :- ରାଜା ମନୁ କହିଲେ, ହେ ଦାନି ମାନଙ୍କ ମଧ୍ୟରେ ଶିରୋମଣି ! ମୁଁ ମୋ ମନର ସତ୍ୟ ଅନୁଭବର କଥା କହୁଛି, କି ମୁଁ ଆପଣଙ୍କ ପରି ପୁତ୍ର ସନ୍ତାନଟିଏ ଚାହୁଁଛି । ପ୍ରଭୁଙ୍କ ଠାରୁ ଆଉ ଲୁଚେଇବି କଣ ? ॥