ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦାନି ଶିରୋମନି କୃପାନିଧି ନାଥ କାହୁଁ ସତିଭାଉ । ଚାହଉଁ ତୁହ୍ମହି ସମାନ ସୁତ ପ୍ରଭୁ ସନ କବନ ଦୁରାଉ ॥

ଭାବାର୍ଥ :- ରାଜା ମନୁ କହିଲେ, ହେ ଦାନି ମାନଙ୍କ ମଧ୍ୟରେ ଶିରୋମଣି ! ମୁଁ ମୋ ମନର ସତ୍ୟ ଅନୁଭବର କଥା କହୁଛି, କି ମୁଁ ଆପଣଙ୍କ ପରି ପୁତ୍ର ସନ୍ତାନଟିଏ ଚାହୁଁଛି । ପ୍ରଭୁଙ୍କ ଠାରୁ ଆଉ ଲୁଚେଇବି କଣ ? ॥