ଆଇପିଏସ ସ୍ତରରେ ଅଦଳବଦଳ | News Room Odisha

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର-ଆଇପିଏସ ସ୍ତରରେ ସ୍ତରରେ ଅଦଳବଦଳ ହୋଇଛି ।ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ । ନିକଟରେ ଡେପୁଟେସନରୁ ଫେରିଛନ୍ତି ଯତୀନ୍ଦ୍ର କୋୟଲ । ଆଇଜି ପର୍ସନେଲ ଭାବେ ନିଯୁକ୍ତ ହୋଇଛନ୍ତି ଆଇନଶୃଙ୍ଖଳା IG ପ୍ରବୀଣ କୁମାର ।

ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚ IG ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ଏଚଆର ପିସି ଦାୟିତ୍ବରେ ଅଛନ୍ତି ସଫିନ ଅହମ୍ମଦ।