ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ ଯାଜପୁର, ଭଦ୍ରକ ଜିଲ୍ଲାକୁ ଆଲର୍ଟ | News Room Odisha

ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ ଯାଜପୁର, ଭଦ୍ରକ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର – ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଆଲର୍ଟ କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଠାରେ ୧ ମିଟର ଉଚ୍ଚରେ ବନ୍ୟା ପାଣି ରହିଛି, କିଛି ସମୟ ପରେ ତାହା ଖସିବ ବୋଲି ସୂଚନା ଦେଇଛନ୍ତି ଏସଆରସି କହିଛନ୍ତି। କାଣୀନଦୀ ଘାଇ ମରାମତି ସରି ନ ଥିବାରୁ ପାଣି ବଢ଼ିଛି ।