ସ୍ୱତନ୍ତ୍ର ଓଜେଇ ପରୀକ୍ଷା ପାଇଁ ତାରିଖ ଘୋଷଣା | News Room Odisha

ସ୍ୱତନ୍ତ୍ର ଓଜେଇ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର – ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୩ ତାରିଖରେ ଏମବିଏ, ୪ ତାରିଖରେ ବିଟେକ୍ ଓ ୭ ତାରିଖରେ ବିଫାର୍ମ ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ -ସିବିଟି ମୋଡରେ ୪ଟି ସିଫ୍ଟରେ ପରୀକ୍ଷାର ଆୟୋଜନ କରାଯିବା ନେଇ ଓଡ଼ିଶା ଓଜେଇ ଚେୟାରମ୍ୟାନଙ୍କ ସୂଚନା । ପରୀକ୍ଷା ସୂଚୀ ଓଜେଇର ୱେବସାଇଟ୍‌ www.ojee.nic/www.odishajee.comରେ ଉପଲବ୍ଧ ହେବ।