ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପ୍ରଥମହିଂ ମୈ କହି ସିବ ଚରିତ ବୁଝା ମରମୁ ତୁହ୍ମାର।
ସୁଚି ସେବକ ତୁହ୍ମ ରାମ କେ ରହିତ ସମସ୍ତ ବିକାର॥

ଭାବାର୍ଥ:- ମୁଁ ପ୍ରଥମରୁ ହିଁ ଶ୍ରୀଶିବଙ୍କ ଚରିତ୍ର କଥା କହି ତୁମ ମନରେ ଥିବା ଉଦ୍ଦେଶ୍ୟକୁ ବୁଝିଲି । ତୁମେ ସମସ୍ତ ଦୋଷରୁ ମୁକ୍ତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ – ପରମ ସେବକ ଅଟ ।