ତୃତୀୟ ଡିଜିଟେକ ସମ୍ମିଳନୀରେ ଓଡିଶା ପୁରସ୍କୃତ | News Room Odisha

ତୃତୀୟ ଡିଜିଟେକ ସମ୍ମିଳନୀରେ ଓଡିଶା ପୁରସ୍କୃତ

ଭୁବନେଶ୍ବର -ଦିଲ୍ଲୀରେ ତୃତୀୟ ଡିଜିଟେକ କନକ୍ଲେଭରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଓ ଆଇଟି କ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶା ସରକାରଙ୍କୁ ସମ୍ମାନିତ କରାଯାଇଛି। ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରଙ୍କୁ ପୁରସ୍କାର ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଜନକଲ୍ୟାଣ ଯୋଜନା ସହ ୫ଟିର କାର୍ଯ୍ୟକାରିତା ଯୋଗୁଁ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ମନ୍ତ୍ରୀ କହିଛନ୍ତି।