ଗୀତା ମାହାତ୍ମ୍ୟ : ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ। ନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ। | News Room Odisha

ଗୀତା ମାହାତ୍ମ୍ୟ : ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ। ନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ।
ନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ।

ଅର୍ଥାତ୍: ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।

( ଗୀତା ୧୮ଶ ଶ୍ଲୋକ )