ସମ୍ବଲପୁରୀ ଭାଷା ଥିଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା | News Room Odisha

ସମ୍ବଲପୁରୀ ଭାଷା ଥିଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର୍ ପୁରଖା ତିହାର୍ ନୂଆଁଖାଇ ଲାଗିଁ ଗାଁ ନୁ ସହର୍ ତକ୍ ଗହଗହ ଲାଗଲାନ। ଏସୁର୍ ନୂଆଁଖାଇ ଲାଗିଁ ସରକାର୍ ଦୁଇଦିନ୍ ଛୁଟି ଘୋଷନା କରିଥିବାର୍ ଲାଗିଁ ଗୁରଦୁଟେ ଉସନାକି ଦେଖବାର୍ କେ ମିଲୁଛେ। ଏନ୍ତା ବେଲା ଥିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଏଜର୍ ଲୋକକୁଁ ସମଲପୁରୀ ଭାଷା ଥିଁ ଶୁଭେଚ୍ଛା ଜନେଇ କରି ଜହ ଉସତ୍ ଭରି ଦେଇଛନ୍। ଆପଣ୍ ମାନକେ ସମକୁଁ ନୂଆଁଖାଇ ଜୁହାର୍। ମାଁ ସମଲେଇ ସମକୁଁ ଭଲ୍ ରେ ରଖିଥାଉନ୍ ବଲିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାକର୍ ଶୁଭେଚ୍ଛା ଥିଁ କହିଛନ୍।

Chief Minister Naveen PatnaikNuakhai Juhar