୭ ଶହ ମାଓ ସମର୍ଥକଙ୍କ ଆତ୍ମସମର୍ପଣ | News Room Odisha

୭ ଶହ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ଲମତାପୁଟ – ସ୍ଥାନୀୟ ବିଏସ୍ଏଫ୍ କ୍ୟାମ୍ପରେ ୭ ଶହ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଅଣ୍ଡରାହାଲ ବିଏସଏଫ କ୍ୟାମ୍ପରେ ଡିଆଇଜିଙ୍କ ଉପସ୍ଥିତିରେ ମାଓ ସମର୍ଥକମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାର ୩ ଶହ ମିଲିସିଆ ଥିବା ସୂଚନା ମିଳିଛି। ଆତ୍ମସମର୍ପଣ
କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓ ଓ ମାଲକାନଗିରି ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ ।