ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତୁଲସୀ ଜସି ଭବତଵ୍ୟତା ତୈସୀ ମିଲଇ ସହାଇ ।
ଆପୁନୁ ଆବଇ ତାହି ପହିଂ ତାହି ତହାଁ ଲୈ ଜାଇ ॥

ଭାବାର୍ଥ :- ସନ୍ଥ ତୁଳସୀ ଦାସଜୀ କହିଛନ୍ତି – ଯାହାର ଯେପରି ଗୁଣଗ୍ରାମ ଓ ସଦାଚାର ସେ ସେହିପରି ସହାୟତା ପାଇଥାଏ । ସହାୟତା ର ହାତ ତାଙ୍କ ନିକଟକୁ ଆସିଥାଏ ବା ତାଙ୍କୁ ନେଇ ସମୁଚିତ ସ୍ଥାନରେ ନେଇ ପହଞ୍ଚାଇ ଦେଇଥାଏ ।