ମୁଖ୍ୟମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା | News Room Odisha

ମୁଖ୍ୟମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା

ଭୁବନେଶ୍ୱର – ଆଜି ପବିତ୍ର ମହାଳୟା । ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି। ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଦୁର୍ଗା ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।