ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କାଲ ପାଇ ମୁନି ସୁନୁ ସୋଇ ରାଜା ।
ଭୟଉ ନିସାଚର ସହିତ ସମାଜା ॥
ଦସ ସିର ତାହି ବୀସ ଭୁଜଦଂଡା ।
ରାବନ ନାମ ବୀର ବରିବଂଡା ॥

ଭାବାର୍ଥ :- ହେ ମୁନି ବର ! ଶୁଣ, ଅନେକ ସମୟ କଟିବା ପରେ ରାଜା ପ୍ରତାପଭାନୁ ବ୍ରାହ୍ମଣଙ୍କ ଅଭିଶାପ ଅନୁସାରେ ରାଜା ପ୍ରତାପଭାନୁ ଏକ ରାଜ ପରିବାରରେ ରାବଣ ନାମରେ ରାକ୍ଷସ ରୂପେ ଜନ୍ମଗ୍ରହଣ କଲା । ତାର ଦସ ଗୋଟି ମୁଣ୍ଡ ଆଉ କୋଡିଏଟି ଶକ୍ତିଶାଳୀ ବାହୁ ଥିଲା ଏବଂ ଳ ପ୍ରଚଣ୍ଡ ଶୁରବୀର ହେଲା ।