ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି | News Room Odisha

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି

ଭୁବନେଶ୍ୱର – ଧାମନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବିଜେପି ଓ କଂଗ୍ରେସ ମଧ୍ୟ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛନ୍ତି। ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩ ତାରିଖରେ ଭୋଟ ନିଆଯିବ ।