ସ୍କୁଲ ଶିକ୍ଷା ଜାତୀୟ ସୂଚକାଙ୍କରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ସ୍କୁଲ ଶିକ୍ଷା ଜାତୀୟ ସୂଚକାଙ୍କରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ସ୍କୁଲ ଶିକ୍ଷା ଜାତୀୟ ସୂଚକାଙ୍କରେ ଓଡ଼ିଶା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ଉନ୍ନତ ପ୍ରଦର୍ଶନ କରିଛି । ସୂଚକାଙ୍କରେ ଓଡ଼ିଶା ୧୪ରୁ ଦଶମ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।