୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ଓ ଦିଗପହଣ୍ଡି ବସ୍ତିମୁକ୍ତ ସହର | News Room Odisha

୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ଓ ଦିଗପହଣ୍ଡି ବସ୍ତିମୁକ୍ତ ସହର

ଭୁବନେଶ୍ୱର – ଜାଗା ମିଶନ ଅଧୀନରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଆଜି ରାଜ୍ୟର ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେର ଶୁଭାରମ୍ଭ ହେବ । ବୈଷୟିକ ସହଯୋଗ ପାଇଁ ଜାଗା ମିଶନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ‌ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଦ୍ଵାରା ୩୩ଟି ପୈ।ର ସଂସ୍ଥାର ୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ । ଏହାଛଡା ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ପୈ।ରାଞ୍ଚଳକୁ ବସ୍ତି ମୁକ୍ତ ସହର ଭାବେ ଘୋଷଣା କରିବେ ।