ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଭୂପ ଅନୁଜ ଅରିମର୍ଦନ ନାମା ।
ଭୟଉ ସୋ କୁଂଭକରନ ବଲଧାମା ॥
ସଚିବ ଜୋ ରହା ଧରମରୁଚି ଜାସୁ ।
ଭୟଉ ବିମାତ୍ର ବଂଧୁ ଲଘୁ ତାସୂ ॥

ଭାବାର୍ଥ :- ରାଜା ପ୍ରତାପଭାନୁଙ୍କର ଯେଉ ଅରିମର୍ଦ୍ଧନ ନାମକ ସାନ ଭାଇ ଥିଲା ସେ ରାବଣର ଭାଇ କୁମ୍ଭକର୍ଣ୍ଣ ରୂପେ ଜନ୍ମଗ୍ରହଣ କଲା । ତାଙ୍କର ଧର୍ମରୁଚି ନାମରେ ଯେଉଁ ମନ୍ତ୍ରୀ ଥିଲା ସେ ରାବଣର ବିମାତା ପୁତ୍ର ରୂପେ ସାନଭାଇ ହୋଇ ଜନ୍ମ ନେଲା ।