କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଗୁରୁତର ଆହତ ବାଣୁଆଙ୍କ ମୃତ୍ୟୁ | News Room Odisha

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଗୁରୁତର ଆହତ ବାଣୁଆଙ୍କ ମୃତ୍ୟୁ

କଟକ – କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣରେ ଗୁରୁତର ଆହତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ଏସସିବିରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ବାଣୁଆ ଉଦୟ ଭୋଇ ବୋଲି ଜଣାପଡିଛି। ୨ ଦିନ ହେବ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି ବାଣୁଆଙ୍କର ମୃତ୍ୟୁ ହୋଇଛି ।
ଗତ ବୁଧବାର ରାତିରେ କାର୍ତ୍ତିକେଶ୍ବର ଭସାଣ ବେଳେ ବାଣ ବିସ୍ଫୋରଣରେ ୩୦ରୁ ଅଧିକ ଆହତ ହୋଇଥିଲେ ।