ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ- ଜଗବନ୍ଧୁ | News Room Odisha

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ- ଜଗବନ୍ଧୁ

ଭୁବନେଶ୍ୱର – ବ୍ଲାକମେଲ ମାମଲାରେ ଆଜି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଛି । ରିମାଣ୍ଡ ଅବଧିରେ ଅର୍ଚ୍ଚନା ଇଡିକୁ ସହଯୋଗ କରି ନଥିବା ଅଭିଯୋଗ ହୋଇଛି। ଏଣୁ ଅର୍ଚ୍ଚନାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିପାରେ। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ ।