ପଠାଣି ସାମନ୍ତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ପଠାଣି ସାମନ୍ତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ସାରା ରାଜ୍ୟରେ ପାଳନ ହେଉଛି ପଠାଣି ସାମନ୍ତ ଜୟନ୍ତୀ। ମହାନ ଜ୍ୟୋତିର୍ବିଦ୍ ତଥା ପଣ୍ଡିତ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜ୍ୟୋତିର୍ବିଦ୍ ଭାବେ ‘ସିଦ୍ଧାନ୍ତ ଦର୍ପଣ’ ଭଳି ଅମୂଲ୍ୟ ଗ୍ରନ୍ଥର ରଚନା ସହ ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି।