ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କପଟ ବୋରି ବାନୀ ମୃଦୁଲ ବୋଲେଉ ଜୁଗୁତି ସମେତ।
ନାମ ହମାର ଭିଖାରି ଅବ ନିର୍ଧନ ରହିତ ନିକେତ ॥

ଭାବାର୍ଥ :- ସେହି ଛଦ୍ମବେଶ ଧାରୀ ମୁନୀ କପଟର ସହିତ ବହୁତ ସୁନ୍ଦର ଯୁକ୍ତିରେ କୋମଳ ସ୍ବରରେ କହିଲେ, ଏବେ ମୋର ନାମ ଭିକାରୀ ଅଟେ, କାରଣ ମୁଁ ନିର୍ଦ୍ଧନ ଆଉ ଘର ଦ୍ବାର ବିହିନହୋଇ ରହିଛୁ ।