ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପୁରୁଷ ସିଂହ ଦୋଉ ବୀର ହରଷି ଚଲେ ମୁନି ଭୟ ହରନ ।
କୃପାସିଂଧୁ ମତିଧୀର ଅଖିଲ ବିସ୍ବ କାରନ କରନ ॥

ଭାବାର୍ଥ :- ସିଂହ ରୂପ ପୌରୁଷ ଧାରଣ କରି ଦୁଇ ଭାଇ ଶ୍ରୀରାମ ଓ ଲକ୍ଷ୍ମଣ ମୁନିଶ୍ରେଷ୍ଠ ବିଶ୍ଵାମିତ୍ର ଙ୍କର ଭୟକୁ ହରଣ କରିବାକୁ ଖୁସି ମନରେ ବାହାରିଲେ । ସେ ତ କୃପାସାଗର, ଧୀର ବୁଦ୍ଧି ସମ୍ପର୍ଣ୍ଣ ଓ ସମ୍ପୁର୍ଣ୍ଣ ବିଶ୍ବର ସୃଷ୍ଟିର କାରଣର ମଧ୍ୟ କାରଣ ଅଟନ୍ତି ।