ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କୀହ୍ନ ବିବିଧ ତପ ତୀନିହୁଁ ଭାଈ ।
ପରମ ଉଗ୍ର ନହିଂ ବରନି ସୋ ଜାଈ ॥
ଗୟଉ ନିକଟ ତପ ଦେଖି ବିଧାତା।
ମାଗହ ବର ପ୍ୟସନ୍ନ ମୈଂ ତାତା ॥

ଭାବାର୍ଥ :- ତିନି ଭାଇ – ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ଅନେକ ପ୍ରକାରର ବଡ କଠିନ ତପ କଲେ, ଯାହାର ବର୍ଣନା କରିବା କଷ୍ଟକର । ସେମାନଙ୍କର ଏହି ଉଗ୍ର ଓ କଠିନ ତପସ୍ୟା ଦେଖି ସୃଷ୍ଟିକର୍ତ୍ତା ସ୍ବୟଂ ବ୍ରହ୍ମା ସେମାନଙ୍କ ନିକଟକୁ ଯାଇ କହିଲେ, ହେ ସନ୍ତାନ ଗଣ ! ମୁଁ ତୁମର ତପ ରେ ବହୁତ ପ୍ରସନ୍ନ ହୋଇଅଛି, ତୁମେ କେଉଁ ବର ମାଗୁଛ ମାଗ ।