ଶ୍ରୀରିମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

 

॥ ବାଲ କାଣ୍ଡ ॥

କୈକେଈ କହଁ ନୃପ ସୋ ଦୟଊ ।
ରହ୍ୟୋ ଉଭୟ ଭାଗ ପୁନି ଭୟଊ ॥
କୌଶଲ୍ୟା କୈକେଈ ହାଥ ଧରି ।
ଦୀହ୍ନ ସୁମିତ୍ରହି ମନ ପ୍ରସନ୍ନ କରି ॥

ଭାବାର୍ଥ :- ସେହି ଶେଷ ଦୁଇ ଭାଗରୂ ଗୋଟିଏ ଭାଗ ରାଣୀ କୈକେୟୀଙ୍କୁ ଦେଲେ ଏବଂ ବଳକା ଭାଗକୁ ରାଜା ଦଶରଥ ପୁନଃ ଦୁଇ ଭାଗ କରି ରାଣୀ କୌଶଲ୍ୟା ଓ କୈକେୟୀଙ୍କ କର ସ୍ପର୍ଶ କରାଇ ତାଙ୍କ ସହମତିରେ ସମସ୍ତଙ୍କ ମନକୁ ପ୍ରସନ୍ନ କରି ରାଣୀ ସୁମିତ୍ରାଙ୍କୁ ଦେଲେ ।