ଲାଞ୍ଚ ନେବାବେଳେ ଅବକାରୀ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ  | News Room Odisha

ଲାଞ୍ଚ ନେବାବେଳେ ଅବକାରୀ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ 

ପୁରୀ – ଲାଞ୍ଚ ନେବାବେଳେ ଧରାପଡିଲେ ଅବକାରୀ ଇନ୍ସପେକ୍ଟର । ପୁରୀ ଅବକାରୀ ମୋବାଇଲ ଅବକାରୀ ସ୍କ୍ୱାଡର ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଞ୍ଜୟଙ୍କ ଦୁଇଟି ଠିକଣା ରେ ଏକକାଳୀନ ଚଢାଉ କରିବା ସହ ତଦନ୍ତ ଜାରି ରଖିଛି।