ଓଡ଼ିଶା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ କଟକରୁ ନିଖୋଜ | News Room Odisha

ଓଡ଼ିଶା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ କଟକରୁ ନିଖୋଜ

କଟକ – ଓଡ଼ିଶା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ କଟକରୁ ନିଖୋଜ ହୋଇଥିବା ସୂଚନା ମିଳିଛି । ଏକ ହୋଟେଲରୁ ସେ ନିଖୋଜ ହୋଇଯାଇଛନ୍ତି । ଆଠଗଡ ଜଙ୍ଗଲରେ ରାଜଶ୍ରୀଙ୍କ ଆକ୍ଟିଭା ଓ ହେଲମେଟ୍ ମିଳିଛି । ସେ ନିଖୋଜ ହୋଇଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ ଏତଲା ଦେଇଛନ୍ତି। ଟିମ୍ ଚୟନରୁ ରାଜଶ୍ରୀ ଙ୍କୁ ବାଦ୍ ଦିଆଯାଇଥିଲା । ପୁରୀ ରାମଚଣ୍ଡୀ ବାସିନ୍ଦା ହେଉଛନ୍ତି ରାଜଶ୍ରୀ ।