ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବଂଧୁ ସଖା ସଁଗ ଲେହିଂ ବୋଲାଈ ।
ବନ ମୃଗୟା ନିତ ଖେଲହିଂ ଜାଈ ॥
ପାବନ ମୃଗ ମାରହିଂ ଜିୟଁ ଜାନୀ ।
ଦିନ ପ୍ରତି ନୃପହି ଦେଖାବହିଂ ଆନୀ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ ଭାଇ ଓ ମିତ୍ର ମାନଙ୍କୁ ଡାକି ସାଥିରେ ଶିକାର ଖେଳ ଖେଳିବା ପାଇଁ ନିଅନ୍ତି ଆଉ ଶିକାର ଖେଳନ୍ତି । ମନରେ ପବିତ୍ର ଭାବ ରଖି ମୃଗ ମାନଙ୍କୁ ଶିକାର କରନ୍ତି ଆଉ ପ୍ରତିଦିନ ଆଣି ରାଜା ଦଶରଥଙ୍କୁ ଦେଖାନ୍ତି ।