ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମି ବିଜୟୀ ସଂଗୀତଜ୍ଞ ରିକି କେଜ୍ | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମି ବିଜୟୀ ସଂଗୀତଜ୍ଞ ରିକି କେଜ୍

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ତିନି ତିନିଥରର ଗ୍ରାମି ପୁରସ୍କାର ବିଜୟୀ ସଂଗୀତଜ୍ଞ ରିକି କେଜ୍ ।

ଅର୍ନ୍ତଜାତୀୟ ମାଣ୍ଡିଆ ବର୍ଷରେ ଓଡ଼ିଶା ସରକାର ରିଲିଜ କରିଥିବା ‘ମାଣ୍ଡିଆ’ ଗୀତରେ ଯୋଗଦାନ ପାଇଁ ରିକି କେଜଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।